କନକ ବ୍ୟୁରୋ: ପୁଣି ଜବତ ହେଲା ହାତୀ କଙ୍କାଳ । ନରସିଂହପୁର ଅଞ୍ଚଳରୁ ପୁଣି ହାତୀର କଙ୍କାଳ ମିଳିଛି । ବଡମ୍ବା-ଗୋପପୁର ସଂରକ୍ଷିତ ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର । ମାଟିତଳୁ ଏହି କଙ୍କାଳ ଉଦ୍ଧାର କରିଛି ବନ ବିଭାଗ ।

Advertisment

ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଅନେକ ହାତୀଙ୍କର କଙ୍କାଳ ଉଦ୍ଧାର ହୋଇଥିବା ବେଳେ ଶିକାରୀର ଗୁଳିରେ ଅସୁସ୍ଥ ହାତୀ ୮ ଦିନ ସଂଘର୍ଷ ପରେ ଜୀବନ ହରାଇଥିଲା । ଲଗାତର ଏହି ଅଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବୃଦ୍ଧି ପାଇଛି ।