ଅସୁସ୍ଥ ହାତୀ ଛୁଆ ଉଦ୍ଧାର

8

ଗଂଜାମ : ଗଂଜାମ ଜିଲ୍ଳା ଭଂଜନଗର ସୋରଡା ବନାଚଂଳ ଗାଜଲବାଡି ଗଡପଙ୍କାଳ ସ୍ଥିତ ଏକ ନାଳରୁ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଛୁଆଟିର ଚିକତ୍ସା ଚାଲିଛି । କେଉଁ କାରଣ ପାଇଁ ହାତୀଟି ଅସୁସ୍ଥ ହୋଇପଡିଛି ସେ ନେଇ ବନବିଭାଗ ଖୋଳତାଡ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.