ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ଗାଁରେ ବିତରଣ କରୁଥିବା ବେଳେ ଜଳକ୍ରିଡା କରୁଛନ୍ତି ହାତୀପଲ

Advertisment
ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ଗାଁରେ ବିତରଣ କରୁଥିବା ବେଳେ ଜଳକ୍ରିଡା କରୁଛନ୍ତି ହାତୀପଲ

କନକ ବ୍ୟୁରୋ : ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ସମ୍ବଲପୁର ଜିଲ୍ଲାରେ ଦନ୍ତାହାତିର ଡନର ଉତ୍ପାତ ଥମିନଥିବା ବେଳେ ଏବେ ଗାଁ ପାଖରେ ହାତି ପଲ ଦେଖି ଭୟଭୀତ ହେଉଛନ୍ତି ଗାଁ ଲୋକେ । ଏ ହାତିପଲରେ ୧୬ଟି ହାତି ଥିବା ବେଳେ ଗାଁରେ ପାଖରେ କରୁଛନ୍ତି ଜଳକ୍ରୀଡା । ବଲାରଙ୍ଗା ଗାଁ ପାଖରେ ଥିବା ଜଙ୍ଗଲର ନାଳ, ତଥା ପାଣି ଥିବା ଅଂଚଳରେ ଜଳକ୍ରୀଡା କରୁଛନ୍ତି ହାତୀ । ତେବେ ଏହି ହାତୀପଲରେ ୪ଟି ଛୋଟ ଛୁଆ ହାତି ମଧ୍ୟ ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe