ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ଗାଁରେ ବିତରଣ କରୁଥିବା ବେଳେ ଜଳକ୍ରିଡା କରୁଛନ୍ତି ହାତୀପଲ

53

କନକ ବ୍ୟୁରୋ : ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ସମ୍ବଲପୁର ଜିଲ୍ଲାରେ ଦନ୍ତାହାତିର ଡନର ଉତ୍ପାତ ଥମିନଥିବା ବେଳେ ଏବେ ଗାଁ ପାଖରେ ହାତି ପଲ ଦେଖି ଭୟଭୀତ ହେଉଛନ୍ତି ଗାଁ ଲୋକେ । ଏ ହାତିପଲରେ ୧୬ଟି ହାତି ଥିବା ବେଳେ ଗାଁରେ ପାଖରେ କରୁଛନ୍ତି ଜଳକ୍ରୀଡା । ବଲାରଙ୍ଗା ଗାଁ ପାଖରେ ଥିବା ଜଙ୍ଗଲର ନାଳ, ତଥା ପାଣି ଥିବା ଅଂଚଳରେ ଜଳକ୍ରୀଡା କରୁଛନ୍ତି ହାତୀ । ତେବେ ଏହି ହାତୀପଲରେ ୪ଟି ଛୋଟ ଛୁଆ ହାତି ମଧ୍ୟ ସାମିଲ ଅଛନ୍ତି ।

Comments are closed.