ଆଠଗଡ ଗୁରୁଡିଝାଟିଆ ଏସଏସଡି କଲେଜ ପରିସରରେ ୧୮ଟି ହାତୀ !

Advertisment
ଆଠଗଡ ଗୁରୁଡିଝାଟିଆ ଏସଏସଡି କଲେଜ ପରିସରରେ ୧୮ଟି ହାତୀ !

କନକ ବ୍ୟୁରୋ : କଲେଜ ପରିସରରେ ହାତୀ । ଆଠଗଡ ଗୁରୁଡିଝାଟିଆ ଏସଏସଡି କଲେଜକୁ ପଶିଆସିଲେ ୧୮ଟି ହାତୀ । ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ପରୀକ୍ଷା ଥିବାବେଳେ ହାତୀ ପଲଙ୍କୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆତଙ୍କିତ ହୋଇପଡିଛନ୍ତି । କଲେଜର ପାଚେରୀକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ । ଘଟଣାସ୍ଥଳରେ ପହଂଚିଛି ବନବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe