ଆଠଗଡ ଗୁରୁଡିଝାଟିଆ ଏସଏସଡି କଲେଜ ପରିସରରେ ୧୮ଟି ହାତୀ !

12

କନକ ବ୍ୟୁରୋ : କଲେଜ ପରିସରରେ ହାତୀ । ଆଠଗଡ ଗୁରୁଡିଝାଟିଆ ଏସଏସଡି କଲେଜକୁ ପଶିଆସିଲେ ୧୮ଟି ହାତୀ । ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ପରୀକ୍ଷା ଥିବାବେଳେ ହାତୀ ପଲଙ୍କୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆତଙ୍କିତ ହୋଇପଡିଛନ୍ତି । କଲେଜର ପାଚେରୀକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ । ଘଟଣାସ୍ଥଳରେ ପହଂଚିଛି ବନବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.