ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି ନିକଟରେ ଫଶିଛନ୍ତି ୮ଟି ହାତୀ ।

Advertisment
ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି ନିକଟରେ ଫଶିଛନ୍ତି ୮ଟି ହାତୀ ।

କନକ ବ୍ୟୁରୋ : ମହାନଦୀ ପଠାରେ ଫଶିଲେ ହାତୀ ପଲ । ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫଶିଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣିଅ।। କର୍ମଚାରୀ ସେଠାରେ ପହଞ୍ଚିସାରିଛନ୍ତି ।

ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫଶିଛନ୍ତି । ହାତୀଙ୍କୁ ବନବିଭାଗ ଉଦ୍ଧାର କରି ଥାନ୍ତି । ତେବେ ଆଜି ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ଫେରିବା ବେଳେ ହାତୀମାନେ ମହାନଦୀରେ ଫଶି ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe