କନକ ବ୍ୟୁରୋ : ମହାନଦୀ ପଠାରେ ଫଶିଲେ ହାତୀ ପଲ । ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫଶିଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣିଅ।। କର୍ମଚାରୀ ସେଠାରେ ପହଞ୍ଚିସାରିଛନ୍ତି ।
ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫଶିଛନ୍ତି । ହାତୀଙ୍କୁ ବନବିଭାଗ ଉଦ୍ଧାର କରି ଥାନ୍ତି । ତେବେ ଆଜି ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ଫେରିବା ବେଳେ ହାତୀମାନେ ମହାନଦୀରେ ଫଶି ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/4-22.jpg)