କନକ ବ୍ୟୁରୋ : ଭୂବନେଶ୍ୱରରେ ଉଦଘାଟିତ ହେଲା ଇଲେକ୍ଟ୍ରି ଭେଇକିଲ ଚାର୍ଜିଂ ପଏଂଟ । ଭୁବନେଶ୍ୱରର ଲୁଇସ୍ ରୋଡ ସ୍ଥିତ ଡିଅନ୍ ଅଟୋମାଟିକରେ ଏହାକୁ ଆରମ୍ଭ କରାଯାଇଛି । ଆଗାମୀ ଏପ୍ରିଲ ଶେଷ ସୁଦ୍ଧା ସାରା ରାଜ୍ୟରେ ୧୨ଟି ଚାର୍ଜିଂ ପଏଂଟ ଲଗାଯିବ ବୋଲି କୁହାଯାଇଛି । ଏହି ଚାର୍ଜିଂ ପଏଂଟରେ ଗୋଟିଏ ଘଂଟାରେ ଗାଡିର ବ୍ୟାଟେରୀ ଚାର୍ଜ ହୋଇପାରିବ । ଥରେ ବ୍ୟାଟେରୀ ଫୁଲ ଚାର୍ଜ ହୋଇଗଲେ ୩୨୦ କିମି ପର୍ଯ୍ୟନ୍ତ ଚାଲିବ । ନୂଆ ଜ୍ଞାନ କୌଶଳକୁ ଟାଟା ପାୱାର ଗ୍ରାହକଙ୍କ ସେବା ପାଇଁ ଆଣିଛି ।
ଭୁବନେଶ୍ୱରରେ ଉଦଘାଟିତ ହେଲା ଇଲେକ୍ଟ୍ରି ଭେଇକିଲ ଚାର୍ଜିଂ ପଏଣ୍ଟ୍ : ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟରେ ୧୨ ଟି ଚାର୍ଜିଂ ପଏଣ୍ଟ୍ ଲଗାଯିବ
/kanak/media/post_attachments/wp-content/uploads/2021/03/vlcsnap-2021-03-23-13h45m18s875.png)