କନକ ବ୍ୟୁରୋ: ବିହାରରେ ଜୋର୍ ଧରିଛି ନିର୍ବାଚନ ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଜାଫରପୁର ଓ ଛପରାରେ ପ୍ରଚାର କରିଛନ୍ତି । ମୁଜାଫରପୁରରେ ମୋଦୀ କହିଛନ୍ତି, ବିହାରର ମହାପର୍ବ ଛଟ୍କୁ ୟୁନେସ୍କୋ ତାଲିକାରେ ସାମିଲ କରିବା ପାଇଁ ଏନଡିଏ ସରକାର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଛଟ୍ ପାଳନ ନେଇ ବିହାରର ମହିଳାମାନେ ନାଟକବାଜି କରୁଥିବା ଆରଜେଡି ଓ କଂଗ୍ରେସ ସମାଲୋଚନା କରୁଛନ୍ତି । ଛଟୀ ମାଆଙ୍କ ପ୍ରତି ଏହି ଅପମାନକୁ ଆଦୌ ବରଦାସ୍ତ କରାଯିବନି । ବିହାରବାସୀ ଏହାର କଡ଼ା ଜବାବ ଦେବେ । ମୋଦୀ କହିଛନ୍ତି, ପୁଣିଥରେ ବିହାରରେ ଏନଡିଏ ସରକାର ଗଠନ କରି । ଏନେଇ ତାଙ୍କର ଦୃଢ଼ ବିଶ୍ବାସ ରହିଛି । ବିହାରରେ ଏନଡିଏର ମହାବିଜୟ ପାଇଁ ଭୋଟରମାନେ ଚଳିତ ନିର୍ବାଚନରେ ମହାଶଙ୍ଖନାଦ କରିବେ ବୋଲି ମୋଦୀ ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି ।
ବେଙ୍ଗାଲୁରୁରେ ଗାଡ଼ି ଚଢ଼ାଇ ଡେଲିଭରି ବୟଙ୍କୁ ହତ୍ୟା: ସାମାନ୍ୟ କଥାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଗାଡ଼ି ଚଢ଼ାଇଥିବା ଅଭିଯୋଗ
ବିହାରରେ ମୋଦୀଙ୍କ ପ୍ରଚାର
ମୁଜାଫରପୁର, ଛପରାରେ ପ୍ରଚାର
କଂଗ୍ରେସ, ଆରଜେଡିକୁ ସମାଲୋଚନା
ଛଟ୍ ପୂଜାକୁ ଅପମାନ ପାଇଁ ସମାଲୋଚନା
ବିହାରବାସୀ କଡ଼ା ଜବାବ ଦେବେ: ମୋଦୀ
‘ବିହାରରେ ଆଉଥରେ ଏନଡିଏ ସରକାର’
ଦୁଇଟି ଜନସଭାରେ ମୋଦୀଙ୍କ ସମ୍ବୋଧନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/34-2025-10-30-14-39-43.jpg)