କନକବ୍ୟୁରୋ:ଆଜି ରାଜ୍ୟରେ ଚର୍ତୁଥ ପଯ୍ୟାୟ ମତଦାନ ଚାଲିଛି । ସକାଳ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ମତଦାନ ହୋଇଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୫୭ଟି ସିଟ ଉପରେ ମତଦାନ ଚାଲିଛି । ସେପଟେ ପଶ୍ଚିମବଙ୍ଗରେ ମତଦାନ ସମୟରେ ହିଂସା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସ୍ଥାନରେ କିଛି ଲୋକ ଭିଭିପାଟ ମେସିନ ଇଭିଏମ ମେସିନକୁ ପାଣିରେ ଫୋପାଡିଥିବା ନଜର ଆସିିଛି । ଏହା ଆଗରୁ ମଧ୍ୟ ୨୪ ପ୍ରଗଣା ଯାଦବପୁର ଲୋକସଭା ଆସନରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ପରସ୍ପର ସହ ସଂର୍ଘଷ କରିବା ଦେଖିବାକୁ ମିଳିଥିଲା । ଚାରିଆଡେ ମତଦାନ ଜାରି ରହିଥିବା ବେଳେ ସେପଟେ ପଶ୍ଚିମବଙ୍ଗ ରେ ମଧ୍ୟ ମତଦାନ ଜାରି ରହିଛି ।
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଇଭିଏମ ମେସିନକୁ ପାଣିରେ ଫୋପାଡିଲେ ହିଂସା ସୃଷ୍ଟିକାରୀ ।
/kanak/media/post_attachments/wp-content/uploads/2024/06/kolkata.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)