ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ ।

Advertisment
ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା  । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ  ।

କନକବ୍ୟୁରୋ: ଚିକିଟି ନିର୍ବାଚନ ମଣ୍ଡଳୀ କଳାହାଡ ପଂଚାୟତ ନୂଆ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା । ଭୋଟ୍ ଦେବାକୁ ଗୋଟିଏ ଗୋଷ୍ଠୀ ଲୋକଙ୍କୁ ଛାଡୁନାହାଁନ୍ତି ଅନ୍ୟ ଏକ ଗୋଷ୍ଠୀ । ବିଜେପି ସମର୍ଥକଙ୍କୁ ବିଜେଡି ସମର୍ଥକ ଘରୁ ବାହାର କରାଇ ଦେଉନଥିବା ଅଭିଯୋଗ । ଘଟଣା ସ୍ଥଳରେ ସିଆରପିଏଫ୍ ଯବାନ ମୁତୟନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe