କନକବ୍ୟୁରୋ: ଚିକିଟି ନିର୍ବାଚନ ମଣ୍ଡଳୀ କଳାହାଡ ପଂଚାୟତ ନୂଆ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା । ଭୋଟ୍ ଦେବାକୁ ଗୋଟିଏ ଗୋଷ୍ଠୀ ଲୋକଙ୍କୁ ଛାଡୁନାହାଁନ୍ତି ଅନ୍ୟ ଏକ ଗୋଷ୍ଠୀ । ବିଜେପି ସମର୍ଥକଙ୍କୁ ବିଜେଡି ସମର୍ଥକ ଘରୁ ବାହାର କରାଇ ଦେଉନଥିବା ଅଭିଯୋଗ । ଘଟଣା ସ୍ଥଳରେ ସିଆରପିଏଫ୍ ଯବାନ ମୁତୟନ ।