କନକ ବ୍ୟୁରୋ : ସରିଲା ନିର୍ବାଚନ, ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଥିବା କେଜ୍ରିୱାଲ ଆଜି ପୁଣି ତିହାର ଜେଲକୁ ଫେରିଛନ୍ତି । ଜେଲ ଯିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହା ପୂର୍ବରୁ ପରିବାର ସହ ଏକାଠି ମିଶି ପୂଜାର୍ଚ୍ଚନା କରିବା ସହ ରାଜଘାଟରେ ପହଁଚି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ
ସରିଲା ନିର୍ବାଚନ,ଜେଲ ଫେରିଲେ କେଜ୍ରିୱାଲ । କହିଲେ, ଜେଲରୁ ରହି ବୁଝିବେ ଦଳ, ଦେଶ ଓ ଦିଲ୍ଲୀ କଥା
/kanak/media/post_attachments/wp-content/uploads/2024/06/6-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)