କନକ ବ୍ୟୁରୋ : ଏପ୍ରିଲ ୧୮ରେ ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହେବାକୁ ଥିବା ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଡ ଫ୍ରାଇଡେ ଏବଂ ଇଷ୍ଟର ସମୟରେ ଏହି ନିର୍ବାଚନ ତାରିଖ ପଡ଼ୁଥିବାରୁ ଖ୍ରୀଷ୍ଟିଆନମାନଙ୍କ ଏକ ସଂସ୍ଥା ଅଦାଲତର ଦ୍ବାରସ୍ଥ ହୋଇଛି।
ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ
Advertisment
Follow Us
/kanak/media/post_attachments/wp-content/uploads/2019/01/supreme_court_1547083891_618x347.jpeg)