୯ରେ ଲୋକସଭା ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା: ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା

Advertisment
୯ରେ ଲୋକସଭା ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା: ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା

https://www.livehindustan.com

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୯ ତାରିଖ ଦିନ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଦେଶରେ ନିର୍ବାଚନ ଯଥା ସମୟରେ ହେବ ଏବଂ ଖୁବଶୀଘ୍ର ସାଧାରଣ ନିର୍ବାଚନର ସଂପୂର୍ଣ୍ଣ ବିଜ୍ଞପ୍ତି ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା  ଲକ୍ଷ୍ନୌରେ କହିଛନ୍ତି।

publive-image

ନୂତନ ନିୟମ ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଓ ବିଦେଶ ସଂପତ୍ତି ସଂପର୍କରେ ପୂର୍ଣ୍ଣ ବିବରଣୀ ଦେବେ ବୋଲି ଆରୋରା କହିଛନ୍ତି। ଆୟକର ବିଭାଗ ଏହାର ଯାଞ୍ଚ କରିବ ଏବଂ ଅନିୟମିତତା ଧରାପଡ଼ିଲେ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ ହେବ। ସମସ୍ତ ୧,୬୩, ୩୩୧ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ୍ ବ୍ୟବହାର ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe