ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ । ୱେବସାଇଟରେ ନିର୍ବାଚନୀ ବଣ୍ଡ ତଥ୍ୟ କଲେ ଅପଲୋଡ

Advertisment
ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ । ୱେବସାଇଟରେ ନିର୍ବାଚନୀ ବଣ୍ଡ ତଥ୍ୟ କଲେ ଅପଲୋଡ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ଇସିଆଇଙ୍କ ନିକଟରେ ଦାଖଲ କରିଥିଲେ । ୧୨ ତାରିଖ ଦିନ ଏସବିଆଇ ଇସିଆଇଙ୍କୁ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହି ତଥ୍ୟକୁ ନିର୍ବାଚନ କମିଶନ ଆଜି ତାଙ୍କ ୱେବସାଇଟରେ ଅପଲୋଡ କରିଛନ୍ତି ।

ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ କି ନିର୍ବାଚନ କମିଶନ ୧୫ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କରନ୍ତୁ । ଏହି ଆଧାରରେ ଗୋଟିଏ ଦିନ ପୂର୍ବରୁ ଇସିଆଇ ତାଙ୍କ ୱେବସାଇଟରେ ନିର୍ବାଚନୀ ବଣ୍ଡ ନେଇ ସମସ୍ତ ତଥ୍ୟ ଅପଲୋଡ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe