କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ଇସିଆଇଙ୍କ ନିକଟରେ ଦାଖଲ କରିଥିଲେ । ୧୨ ତାରିଖ ଦିନ ଏସବିଆଇ ଇସିଆଇଙ୍କୁ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହି ତଥ୍ୟକୁ ନିର୍ବାଚନ କମିଶନ ଆଜି ତାଙ୍କ ୱେବସାଇଟରେ ଅପଲୋଡ କରିଛନ୍ତି ।
ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ କି ନିର୍ବାଚନ କମିଶନ ୧୫ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କରନ୍ତୁ । ଏହି ଆଧାରରେ ଗୋଟିଏ ଦିନ ପୂର୍ବରୁ ଇସିଆଇ ତାଙ୍କ ୱେବସାଇଟରେ ନିର୍ବାଚନୀ ବଣ୍ଡ ନେଇ ସମସ୍ତ ତଥ୍ୟ ଅପଲୋଡ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/46.jpg)