କନକବ୍ୟୁରୋ :ଚାଲିଛି ପ୍ରଚାର । ମଇଦାନରେ ହେଭିୱେଟ ନେତା । ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ସେପଟେ ପଶ୍ଚିମବଙ୍ଗରେ ଅମିତ ଶାହା , ତେଲେଙ୍ଗାନାରେ ଜେପି ନଡ୍ଡା ପ୍ରଚାର କରିଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରଚାର ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗ ଉଠାଇ ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଜେପି ନେତା
ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଓଡ଼ିଶା,ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଙ୍ଗ ସମ୍ଭାଳିଲେ ଶାହା, ନଡ୍ଡା ।
/kanak/media/post_attachments/wp-content/uploads/2024/05/46-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)