ରାଉରକେଲାରେ କଡା ଟକ୍କର । ସାରଦା- ଦିଲ୍ଲୀପ ସମାନ ସମାନ । ଜାଣନ୍ତୁ କ’ଣ ରହିଛି ପୂରା ଛବି । 

Advertisment
ରାଉରକେଲାରେ କଡା ଟକ୍କର । ସାରଦା- ଦିଲ୍ଲୀପ ସମାନ ସମାନ । ଜାଣନ୍ତୁ କ’ଣ ରହିଛି ପୂରା ଛବି । 

କନକ ବ୍ୟୁରୋ: ରାଉରକେଲାରେ ଛକାପଞ୍ଝା  ।  ଚାଲିଛି ପୁରା କଡା ଟକ୍କର । ଷଷ୍ଠ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ୨୬ ହଜାର ୭୯୫ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ସାରଦା ନାୟକ ମଧ୍ୟ ୨୬ ହଜାର ୭୯୫ ଖଣ୍ଡ ଭୋଟ ପାଇଛନ୍ତି । ସମାନ ସମାନ ଭୋଟ ପାଇଛନ୍ତି ଦୁଇ ପ୍ରାର୍ଥୀ । ତେଣୁ ରାଉକେଲା ଇସ୍ପାତ ନଗରୀ କାହା ହାତକୁ ଆସୁଛି ତା ଉପରେ ସମସ୍ତ ନଜର । ରାଉରକେଲାର ଏଭଳି ରୋଚକ ସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe