କନକ ବ୍ୟୁରୋ: ରାଉରକେଲାରେ ଛକାପଞ୍ଝା । ଚାଲିଛି ପୁରା କଡା ଟକ୍କର । ଷଷ୍ଠ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ୨୬ ହଜାର ୭୯୫ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ସାରଦା ନାୟକ ମଧ୍ୟ ୨୬ ହଜାର ୭୯୫ ଖଣ୍ଡ ଭୋଟ ପାଇଛନ୍ତି । ସମାନ ସମାନ ଭୋଟ ପାଇଛନ୍ତି ଦୁଇ ପ୍ରାର୍ଥୀ । ତେଣୁ ରାଉକେଲା ଇସ୍ପାତ ନଗରୀ କାହା ହାତକୁ ଆସୁଛି ତା ଉପରେ ସମସ୍ତ ନଜର । ରାଉରକେଲାର ଏଭଳି ରୋଚକ ସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ରାଉରକେଲାରେ କଡା ଟକ୍କର । ସାରଦା- ଦିଲ୍ଲୀପ ସମାନ ସମାନ । ଜାଣନ୍ତୁ କ’ଣ ରହିଛି ପୂରା ଛବି ।
/kanak/media/post_attachments/wp-content/uploads/2024/06/56-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)