ଜମୁଛି ଏକାମ୍ର ଉତ୍ସବ । ପଞ୍ଚମ ସନ୍ଧ୍ୟାରେ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତି ଗୀତରେ ଝୁମିଲେ ଦର୍ଶକ । ମନ ଜିଣୁଛି ୟୁଥ ବ୍ୟାଣ୍ଡ୍ ।

Advertisment
ଜମୁଛି ଏକାମ୍ର ଉତ୍ସବ । ପଞ୍ଚମ ସନ୍ଧ୍ୟାରେ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତି ଗୀତରେ ଝୁମିଲେ ଦର୍ଶକ । ମନ ଜିଣୁଛି ୟୁଥ ବ୍ୟାଣ୍ଡ୍ ।

କନକ ବ୍ୟୁରୋ: ୫ମ ଦିନରେ ଏକାମ୍ର ଉତ୍ସବ । ୨ ଶହରୁ ଅଧିକ ଡ୍ରୋନ ସୋ ଗତକାଲି ଆକର୍ଷଣ ପାଲଟିଥିଲା । ଡ୍ରୋନର ରଙ୍ଗ ବେରଙ୍ଗ ଆଲୋକରେ ବିଭିନ୍ନ ଚିତ୍ର ଆଙ୍କି ହୋଇଯାଇଥିଲା ଆକାଶରେ । ଋତୁରାଜ ମହାନ୍ତି ଓ ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବିଶେଷକରି ସୋନାଙ୍କ ବିନ୍ଦାସ ଶୈଳୀ ଦର୍ଶକଙ୍କ ମନକୁ ଛୁଇଁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe