କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଦତପୁୁକୁର ୨୪ ପରଗଣା ଉତରାଂଚଳରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ରବିବାର ସକାଳ ପ୍ରାୟ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଭୟଙ୍କର ଥିଲା ଯେ ଆଖପାଖ ଘର ଛିନଛତ୍ର ହୋଇପଡ଼ିଥିଲା । ଆଉ ମୃତଦେହ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । ଗୁରୁତର ଆହତଙ୍କୁ ବରସାତ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛି ।

Advertisment