କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଆଜି ସାରା ଓଡିଶାରୁ ୩୩ ହଜାର ୬ ଶହ ୪୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସ୍ୟାଂ ୬୪୫କୁ ବୃଦ୍ଧି ପାଇଛି ।
Covid-19 Report For 14th September
New Positives Cases: 3645
In quarantine: 2151
Local contacts: 1494(Details of local contacts will be shared by concerned Dist Administration)
District Wise Cases
1. Angul: 39
2. Balasore: 156
3. Bargarh: 157
4. Bhadrak: 143
5. Balangir: 39— I & PR Department, Odisha (@IPR_Odisha) September 15, 2020
ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଶହ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୪ଶହ ୯୪ ହେୁଛନ୍ତି ସ୍ଥାନୀୟ ଅଂଚଳର । ସେହିଭଳି ଆଜି ଚିହ୍ନଟଙ୍କ ମଧ୍ୟରୁ ଅନୁଗୁଳରୁ ୩୯, ବାଲେଶ୍ୱରରୁ ୧୫୬, ଭଦ୍ରକରୁ ୧୪୩, ବଲାଙ୍ଗିରରୁ ୩୯, ବୋଦ୍ଧରୁ ୩୦, କଟକରୁ ୩୫୭, ଦେବଗଡରୁ ୧୫, ଢେଙ୍କାନାଳରରୁ ୬୮, ଗଜପତିରୁ ୪୬, ଜଗତସିଂହପୁରରୁ ୯୫, ଗଂଜାମରୁ ୪୬, ଯାଜପୁରରୁ ୧୧୬, ଝାରସୁଗୁଡାରୁ ୯୧,
Regret to inform the demise of Eight #COVID19 positive patients while under treatment in hospitals.
1.A 65-year old female of Boudh district.
2.A 50-year old male of Cuttack district who was also suffering from Diabetes & morbid obesity.
— H & FW Dept Odisha (@HFWOdisha) September 15, 2020
କଳାହାଣ୍ଡିରୁ ୭୯, କନ୍ଧାମାଳରୁ ୯୫, କେନ୍ଦୁଝରରୁ ୫୬, ଖୋର୍ଧାରୁ ୫୧୭, କୋରାପୁଟରୁ ୯୫, ମାଲକାନଗିରିରୁ ୩୩, ମୟୂରଭଂଜରୁ ୧୩୭, ନବରଙ୍ଗପୁରରୁ ୯୦, ନୟାଗଡରୁ ୩୮, ନୂଆପଡାରୁ ୯୦, ପୁରୀରୁ ୨୪୬, ରାୟଗଡାରୁ ୭୯, ସମ୍ବଲପୁରରୁ ୧୨୭, ସୋନପୁରରୁ ୯୯ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୮୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।