ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ : ପାଟଣାଗଡରେ ମହିଳା ସଶକ୍ତିକରଣ ସଭାକୁ ଯିବା ବେଳେ ବିଜେପିର ଅଣ୍ଡାମାଡ

ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ : ପାଟଣାଗଡରେ ମହିଳା ସଶକ୍ତିକରଣ ସଭାକୁ ଯିବା ବେଳେ ବିଜେପିର ଅଣ୍ଡାମାଡ

ପାଟଣାଗଡ : ବୟନ ଶିଳ୍ୱ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ । ପାଟଣାଗଡ ମହିଳା ସଶକ୍ତିକରଣ ମିଟିଂକୁ ଯିବା ସମୟରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ ହୋଇଛି । ପାଟଣାଗଡ ରାମୋଜି ଛକ ନିକଟରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ଅଣ୍ଡାମାଡ ହୋଇଥିବା ଜଣାପଡିଛି ।

ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe