ପାଟଣାଗଡ : ବୟନ ଶିଳ୍ୱ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବିରୋଧ । ପାଟଣାଗଡ ମହିଳା ସଶକ୍ତିକରଣ ମିଟିଂକୁ ଯିବା ସମୟରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ ହୋଇଛି । ପାଟଣାଗଡ ରାମୋଜି ଛକ ନିକଟରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ଅଣ୍ଡାମାଡ ହୋଇଥିବା ଜଣାପଡିଛି ।
ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/6-4.jpg)