କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କଲା ଇଡି । ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ତଦନ୍ତ ପରିସରଭୁକ୍ତ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ସହଯୋଗୀ ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । କମିଶନରେଟ ପୋଲିସ ଠାରୁ ନେଇଥିବା ୨ ଏତଲା ନେଇ ତଦନ୍ତ ଆରମ୍ଭ କରାଯାଇଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି ।
ଇଡି ଖୋଲିବ ‘ନାଗ’ ଫାଶ। ଅର୍ଚ୍ଚନା ମାମଲାରେ ତଦନ୍ତ ଆରମ୍ଭ କଲା ଇଡି
/kanak/media/post_attachments/wp-content/uploads/2022/11/39-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)