ଯୋଡାରେ ବ୍ୟବସାୟୀ ଦୀପକ ଗୁପ୍ତାଙ୍କ ଘରେ ଇଡିର ରେଡ୍ । ଖଣି ଦୁର୍ନୀତି ମାମଲାରେ ଖୋଳତାଡ କରୁଛି ଇଡି ।

193

କନକ ବ୍ୟୁରୋ: କେନ୍ଦୁଝର ଯୋଡାରେ ବ୍ୟବସାୟୀ ଦୀପକ ଗୁପ୍ତାଙ୍କ ଘରେ ଇଡିର ରେଡ୍ । ଖଣି ଦୁର୍ନୀତି ମାମଲାରେ ତାଙ୍କ ବଡ଼ବିଲ ସ୍ଥିତ ଘର ଓ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ ଚଢାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ଇଡି ଯାଂଚ କରିଛି ଇଡି । ସ୍ଥାନୀୟ ଉଲିବୁରୁ ଖଣିରେ ୧୮ ଶହ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।