କନକ ବ୍ୟୁରୋ: ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ବିରୋଧରେ ଆସିଛି ଇଡି ଅଭିଯୋଗ । ଦିଲ୍ଲୀ ଇଡିରେ ହୋଇଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ନାଁରେ ଓଡିଶାକୁ ଲୁଟିବା ସହ ଜଗନ୍ନାଥଙ୍କୁ ଦୁଆର ଦୁଆର ବୁଲାଇ ଚାଉଳ ମଗାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ।
ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ । ପାଣ୍ଡିଆନଙ୍କ ଗିରଫ ଦାବି ।
/kanak/media/post_attachments/wp-content/uploads/2024/06/4-9.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)