ମୋଦୀ ୩.୦କୁ ନେଇ ଅର୍ଥନୀତିଜ୍ଞ ପ୍ରକଲା ପ୍ରଭାକରନଙ୍କ କଟାକ୍ଷ: ସହଯୋଗୀଙ୍କୁ ନେଇ ମେଂଟ ଚଳାଇବାରେ ଫେଲ ମାରିପାରନ୍ତି ପ୍ରଧାନମନ୍ତ୍ରୀ

1,211

କନକ ବ୍ୟୁରୋ: ଯେଉଁଠି ମୋଦୀ ଥ୍ରୀପଏଂଟ ଜିରୋ ଗଠନ ନେଇ କସରତ ଚାଲିଛି ସେହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ବିଶିଷ୍ଠ ଅର୍ଥନୀତିଜ୍ଞ ପ୍ରକଲା ପ୍ରଭାକରନ ମୋଦୀଙ୍କ ଆଗାମୀ କାର୍ଯ୍ୟକାଳ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥରକ ଉଚ୍ଚଆକାଂକ୍ଷୀ ମେଂଟ ସହଯୋଗୀଙ୍କ ସହ ଗଠନ କରିବାକୁ ଥିବା ସରକାରର ସ୍ଥାୟୀତ୍ୱକୁ ନେଇ ସହେନ୍ଦ ପ୍ରକାଶ କରିବା ସହ ଏନଡିଏର ନେତା ପରିବର୍ତନ ନେଇ ମଧ୍ୟ ଆକଳନ କରିଛନ୍ତି ।