କନକ ବ୍ୟୁରୋ : ନିର୍ବାଚନ ବେଳେ ବିବାଦୀୟ ମନ୍ତବ୍ୟ ଦେବା ଏବେ ନେତାଙ୍କୁ ମହଙ୍ଗା ପଡିଛି । ଏନେଇ ନିର୍ବାଚନ ଆୟୋଗ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି । ଇସିଆଇ କେବଳ ନୋଟିସ କରିନାହାଁନ୍ତି ବରଂ ଦଳର ଷ୍ଟାର ପ୍ରଚାରକଙ୍କୁ ମର୍ଯ୍ୟାଦା ଭିତରେ ରହିବାକୁ ତାଗିଦ କରିଛନ୍ତି ।
ପ୍ରଚାର ବେଳେ ଆପତ୍ତିଜନକ ଶବ୍ଦ ଉପରେ କଟକଣା ଲଗାଇବାକୁ ଇସିଆଇ ତାଙ୍କ ନୋଟିସରେ ତାଗିଦ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-44.jpg)