କନକ ବ୍ୟୁରୋ: ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି ଅନେକ କିଛି ଉତଥାନ ପତନ ହେବାର ସମ୍ଭାବନା ରହିଛି ।
ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁସାରେ ଏନଡିଏ ଏବେ ୧୨୩ଟି ଆସନରେ ଓ ମହାମେଣ୍ଟ ୧୦୯ଟି ଆସନରେ ଆଗୁଆ ଚାଲିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/5-14.jpg)