କନକ ବ୍ୟୁରୋ: ଆଜି ଭୋର ସମୟରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କଟରାଠାରୁ ୯୭ କିମି ପୂର୍ବରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିବା ଜଣାପଡିଛି ।publive-image

Advertisment

ଏହା ପୂର୍ବରୁ ମଧ୍ୟ ଫେବ୍ରୁଆରୀ ୧୩ ସିକ୍କିମ ରାଜ୍ୟରେ ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । ଏହାସହ ଫେବ୍ରୁଆରୀ ୧୧ ତାରିଖରେ ମଧ୍ୟ ଗୁଜୁରାଟର ସୁରତରେ ୩.୮ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ଅନୁଭୂତ ହୋଇଥିଲା ।