କନକ ବ୍ୟୁରୋ : ମାଲକାନଗିରିରେ ଭୂମିକମ୍ପ । ମାଲକାନଗିରିରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଭୂମିକମ୍ପ ପ୍ରଭାବରେ ୩ ସେକେଣ୍ଡ ପାଇଁ ଥରି ଉଠିଥିଲା ମାଲକାନଗିରି । ଭୟରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ସାମାନ୍ୟ ଭୂମିକମ୍ପ ନେଇ ସୂଚନା ଦେଇଛନ୍ତି ଅଧିକାରୀ । ମାଲକାନଗିରି ଅଞ୍ଚଳରେ ଲୋକେ ଭୟଭୀତ ।
ମାଲକାନଗିରିରେ ଭୂମିକମ୍ପ ଅନୁଭୂତ । ୩ ସେକେଣ୍ଡ ପାଇଁ ଥରି ଉଠିଲା ପୂରା ଅଞ୍ଚଳ ।
/kanak/media/post_attachments/wp-content/uploads/2020/03/EARTHQUAKE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)