ଜେଲରେ କରୋନା ମୁକାବିଲା । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା, ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଲେ ସମ୍ପର୍କୀୟ ।

ଜେଲରେ କରୋନା ମୁକାବିଲା । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା, ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଲେ ସମ୍ପର୍କୀୟ ।

କନକ ବ୍ୟୁରୋ : ଜେଲରେ କରୋନା ମୁକାବିଲା । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲରେ ଭିଜିଟର ରୁମରେ ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଲେ ସମ୍ପର୍କୀୟ ।

ଚୌଦ୍ୱାର ଜେଲରେ ଦିନ ୧୦ଟା ସୁଦ୍ଧା ୨୫ଜଣ ମୁଲାକାତ କରିଛନ୍ତି । ନୂଆ କଏଦୀ ଓ ପାରୋଲରେ ଥିବା କଏଦୀଙ୍କୁ ସାନିଟାଇଜ ପରେ ଜେଲ୍ ପ୍ରବେଶ କରିବାକୁ ଅନୁମତି ଦେବାକୁ କୁହାଯାଇଛି । ଏନେଇ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe