କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସର ଅଭିଜ୍ଞତା ନେଇ ଫେରିଛନ୍ତି ଓଡ଼ିଶା ଫେରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ପ୍ରତିକୂଳ ପରିବେଶ ସହ ଖାପ ଖୁଆଇ ପାରିନଥିଲି ବୋଲି କହିଛନ୍ତି ଦୂତୀ ଚାନ୍ଦ। ସେହିପରି ରାତ୍ରୀରେ ଅଭ୍ୟାସ କରିନଥିବାରୁ ସଫଳ ହୋଇପାରିନଥିବା କହିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସକୁ ଆଖି ଆଗରେ ରଖି ଅଭ୍ୟାସ କରିବି ଏବଂ ରିଓର ଅଭିଜ୍ଞତା ଆଗାମୀ ଦିନରେ ମୋତେ ସାହାଯ୍ୟ କରିବ ବୋଲି କହିଛନ୍ତି।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-18-14h59m48s562.png)