‘କୌନ ବନେଗା କରୋଡପତି’ରେ ନଜର ଆସିବେ ଦୂତୀ ଚାନ୍ଦ । ବିଗବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ

Advertisment
‘କୌନ ବନେଗା କରୋଡପତି’ରେ ନଜର ଆସିବେ ଦୂତୀ ଚାନ୍ଦ । ବିଗବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ

କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ନଜର ଆସିବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । କେବିସି ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ ଦୂତୀ । ଏନେଇ ଖୁବ ଶୀଘ୍ର ସେ ସୁଟିଂ ପାଇଁ ମୁମ୍ବାଇ ଯିବେ । ପୂର୍ବରୁ ଦୂତୀ କପିଲ ଶର୍ମା ଶୋରେ ଭାଗ ନେଇ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେବା ଓ ବିଗ୍ ବିଙ୍କୁ ଭେଟିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଦୂତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe