କନକ ବ୍ୟୁରୋ : ରିଓ ରେସ୍ । ଅଲିମ୍ପିକ୍ସ ପାଇଁ ବ୍ରାଜିଲ ବାଟରେ ଦୂତୀ ଚାନ୍ଦ । ଆବୁଧାବିରେ ପହଂଚି ସୋସିଆଲ ମିଡିଆରେ ଦୂତୀ ପୋଷ୍ଟ କଲେ କୃତଜ୍ଞତାର ବାର୍ତା । କହିଲେ ଶୁଭେଚ୍ଛୁଙ୍କ ନିକଟରେ ମୁଁ ଋଣି । ଭାରତ ସମ୍ମାନ ରକ୍ଷା ପାଇଁ ବ୍ରାଜିଲର ରିଓ ମଇଦାନରେ ଲଢେଇ କରିବି, ରିଓ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକରେ ସାରା ବିଶ୍ୱକୁ ଚ୍ୟାଲେଂଜ ଦେବେ ଦୂତୀ ଚାନ୍ଦ ।
ରିଓ ମଇଦାନରେ ଚମକିବେ ଓଡିଆ ଧାବିକା ଦୂତୀ ଚାନ୍ଦ : ଆବୁଧାବିରେ ପହଂଚି ଦୂତୀ ପୋଷ୍ଟ କଲେ କୃତଜ୍ଞତାର ବାର୍ତା
/kanak/media/post_attachments/wp-content/uploads/2016/08/vlcsnap-2016-08-04-12h32m00s035.png)