କନକ ବ୍ୟୁରୋ : ହରିଦାସପୁର ଷ୍ଟେସନରେ ଦୁରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ । ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୁଚନା ମିଳିଛି । ଇଂଜିନ ନିକଟବର୍ତ୍ତୀ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ନମ୍ବର ୧୨୨୪୬ ବାଙ୍ଗାଲୋର ଠାରୁ ହାୱଡ଼ା ଯିବା ବେଳେ ହରିଦାସପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us