କନକ ବ୍ୟୁରୋ : ହରିଦାସପୁର ଷ୍ଟେସନରେ ଦୁରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ । ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୁଚନା ମିଳିଛି । ଇଂଜିନ ନିକଟବର୍ତ୍ତୀ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ନମ୍ବର ୧୨୨୪୬ ବାଙ୍ଗାଲୋର ଠାରୁ ହାୱଡ଼ା ଯିବା ବେଳେ ହରିଦାସପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ହରିଦାସପୁର ଷ୍ଟେସନରେ ଦୁରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ । ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୁଚନା
/kanak/media/post_attachments/wp-content/uploads/2021/12/vlcsnap-2021-12-03-13h34m21s389.png)