କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଅଘଟଣ । ବାଣ ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା । ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍ ହେଲା ବଡ଼ ବିସ୍ଫୋରଣ । ଏବେ ସମସ୍ତ ଆହତଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁରୀ ପୋଲିସ ଏବଂ ଅଗ୍ନିଶମବାହିନୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତକାରୀଙ୍କ ଉଦ୍ଧାର କାର୍ଯ୍ୟରେ ଏବେ ସ୍ଥାନୀୟ ଲୋକମାନେ ମଧ୍ୟ ହାତ ବଢ଼ାଇଛନ୍ତି ।
ଚନ୍ଦନଯାତ୍ରା ଚାଲିଥିବାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ, ୨୫ରୁ ଅଧିକ ଆହତ ।
/kanak/media/post_attachments/wp-content/uploads/2024/05/vlcsnap-2024-05-29-23h18m15s311.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)