କନକ ବ୍ୟୁରୋ : ବାଲେଶ୍ୱର ସହଦେବ ଖୁଣ୍ଟା ମଣ୍ଡପରେ ମା’ ଦଶଭୁଜାଙ୍କ ଆଜି ଅଷ୍ଟମୀ ପୂଜାର୍ଚ୍ଚନା । ୪୮ ବର୍ଷ ହେବ ଏଠାରେ ପୂଜା ପାଉଛନ୍ତି ମା’ । ଦିନ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ସନ୍ଦି ପୂଜା ହେବ । ପାଣି କଖାରୁ ବଳି ପଡ଼ି ।

publive-image

୮୦୦ରୁ ହଜାରେ ପୂଜା ଡାଲା ମହାଷ୍ଟମୀରେ ଲାଗିହୁଏ । ସୂର୍ଯ୍ୟଙ୍କ ଉପାସନା ସଦୃଶ୍ୟ ଏଠାରେ ତୋରଣ କରାଯାଇଛି । ପ୍ରତିବର୍ଷ ଏହି ମଣ୍ଡପରେ ଭିନ୍ନ ଭିନ୍ନ ପ୍ରକାର ଆଧ୍ୟାତ୍ମିକ ତୋରଣ କରାଯାଏ ।