ଅସଲି ସିଲ୍ ଲାଗିଥିବା ବାକ୍ସ ତାରିଖ ବି ଅସଲି କିନ୍ତୁ ଭିତର ମେଡିସିନ୍ ଏକ୍ସପାଏରୀ । ହଁ ଆଜ୍ଞା ଏଭଳି ମେଡିସିନ୍ ବିକ୍ରି ହେଉଛି । ଔଷଧର ଉତ୍ପାଦନ ଅଧିକ ହୋଇଗଲେ ଏବଂ ଏକ୍ସପାଏରୀ ହୋଇଗଲେ ଏହାର କଭର୍ ଚେଞ୍ଜ କରି ସେହି ମେଡିସିନ୍ କୁ ବଜାରରେ ବିକ୍ରି କରାଯାଉଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ଏଭଳି ଅବସ୍ଥାକୁ କୋଲକାତା ଏବଂ ଅହମ୍ମଦାବାଦ ଭଳି ବଡ ବଡ ସହରରେ ଆଇନର ଆଖି ତଳୁ ଲୁଚାଇ ଏହି ବିଷାକ୍ତ କାରବାର କରାଯାଉଛି ।
ତେବେ ଏହି ବିଷାକ୍ତ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ୍ ବିଭାଗ ତରଫରୁ ଏହି ମେଡିସିନ୍ କୁ ଚିହ୍ନଟ କରାଯାଇ ସିଜ୍ କରାଯାଉଛି ।
Follow Us
/kanak/media/post_attachments/wp-content/uploads/2019/01/KP-300x191.jpg)