ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ: ସରକାରନଗର ଓ ଚନ୍ଦନନଗରରେ ତିଆରି ହେଉଥିଲା ନକଲି ଜର୍ଦ୍ଦା,୪ ଗିରଫ

Advertisment

କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦଳ ପୂରୁଣାବଜାର ନିକଟସ୍ଥ ସରକାରନଗର ଓ ଚନ୍ଦନ ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି ପୋଲିସ । ନକଲି ଜର୍ଦ୍ଦା ତିଆରି ହେଉଥିବା ଏହି କାରଖାନାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଜବତ କରାଯାଇଛି । ଏହା ସହ ୩ଟି ଜର୍ଦ୍ଦା ତିଆରି ମେସିନ୍ ଓ ଏଥିରେ ବ୍ୟବହୃତ ରଙ୍ଗ ଓ କେମିକାଲକୁ ମଧ୍ୟ ଜବତ କରିଛି ପୁରୁଣାବଜରା ପୋଲିସ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe