ଯାଜପୁର : ଯାଜପୁର ରୋଡ୍ କୁଷ୍ଠାଶ୍ରମ ଅଂଚଳରେ ଏକ ନକଲି ପ୍ରଶାଧନ ସାମଗ୍ରୀ ତିଆରି କାରଖାନା ଠାବ କରିଛି ପୁଲିସ୍ । ଏଠାରୁ ବହୁ ନକଲି ପ୍ରଶାଧନ ସାମଗ୍ରୀ ସହ ଔଷଧ ଜବତ ହୋଇଛି । ଏହି ଘଟଣାରେ ରବି ରଣା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଡାବର, କେୟାର, ବିମ, ଫେମ ଆଦି ବହୁ ନାମୀଦାମି କଂପାନୀର ସାମଗ୍ରୀର ନକଲି ଜିନିଷ ସବୁ ଜବତ ହୋଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us