ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ନାକେଦମ ହେଲା ପୋଲିସ

337

କନକ ବ୍ୟୁରୋ : ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବ୍ଲକ ଛକ ନିକଟରେ ଉନ୍ମତ କାଣ୍ଡ ଘଟାଇଛି ମଦ୍ୟପ ଯୁବକ । ଏଥିପାଇଁ ବାଲିଆପାଳ ପୋଲିସଙ୍କୁ ନାକେଦମ୍ ହେବାକୁ ପଡ଼ିଛି ।

ଗତକାଲି ରାତିରେ ବାଲିଆପାଳ ଥାନା ପୋଲିସ ପାଟ୍ରୋଲିଂ ସମୟରେ ଜଣେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ କାବୁ କରିଥିଲେ । ନିଶାସକ୍ତ ଅବସ୍ଥାରେ ବାଲିଆପାଳ ଏଏସଆଇ ସମେତ ୧୦ଜଣ ପୋଲିସ କର୍ମଚାରୀଙ୍କୁ ଦୁବ୍ୟବହାର କରିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

Comments are closed.