କନକ ବ୍ୟୁରୋ : ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବ୍ଲକ ଛକ ନିକଟରେ ଉନ୍ମତ କାଣ୍ଡ ଘଟାଇଛି ମଦ୍ୟପ ଯୁବକ । ଏଥିପାଇଁ ବାଲିଆପାଳ ପୋଲିସଙ୍କୁ ନାକେଦମ୍ ହେବାକୁ ପଡ଼ିଛି ।
ଗତକାଲି ରାତିରେ ବାଲିଆପାଳ ଥାନା ପୋଲିସ ପାଟ୍ରୋଲିଂ ସମୟରେ ଜଣେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ କାବୁ କରିଥିଲେ । ନିଶାସକ୍ତ ଅବସ୍ଥାରେ ବାଲିଆପାଳ ଏଏସଆଇ ସମେତ ୧୦ଜଣ ପୋଲିସ କର୍ମଚାରୀଙ୍କୁ ଦୁବ୍ୟବହାର କରିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/26-7.jpg)