ରାଜଧାନୀରେ ୬ ନିଶାଦିଆ ଲୁଟେରା ଗିରଫ : ଯାତ୍ରୀଙ୍କୁ ଟାର୍ଗେଟ କରି ନିଶାଦେଇ ଲୁଟ କରୁଥିଲେ ଲୁଟେରା

Advertisment
ରାଜଧାନୀରେ ୬ ନିଶାଦିଆ ଲୁଟେରା ଗିରଫ : ଯାତ୍ରୀଙ୍କୁ ଟାର୍ଗେଟ କରି ନିଶାଦେଇ ଲୁଟ କରୁଥିଲେ ଲୁଟେରା

କନକ ବ୍ୟୁରୋ : ରାଜଧାନୀରେ ୬ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଯାତ୍ରୀଙ୍କୁ ଟାର୍ଗେଟ କରି ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ପ୍ରଥମେ ତାଙ୍କ ସହ ବନ୍ଧୁତା କରୁଥିଲେ ପରେ ତାଙ୍କୁ ନିଶା ଦେଇ ଲୁଟ କରି ନେଉଥିଲେ । ପୋଲିସ ଏପରି ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମେଡିସିନ ଦୋକାନୀ । ମେଡିସିନ ଦୋକାନୀ ଜଣଙ୍କ ଲୁଟେରାଙ୍କୁ ନିଶା ଔଷଧ ଯୋଗାଇ ଦେଉଥିବା ଅଭିଯୋଗ ରହିଛି । ଘଟଣାରେ ପୋଲିସ ଲୁଟେରାଙ୍କ ଠାରୁ ଗୋଟେ ବାଇକ୍ ଓ ୪୦ଗ୍ରାମ ସୁନା ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe