କନକ ବ୍ୟୁରୋ : ଜଘନ୍ୟ ଅପରାଧରେ ସାମିଲ ଥିବା କଟକର ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଉସମାନ କ୍ରିମିନାଲ ବାବା ଖାଁର ପୁତୁରା । ଉସମାନ ନାମରେ ୧୪ ରୁ ଅଧିକ ଅପରାଧିକ ମାମଲା ରହିଛି । ହେଲେ ସେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି । କଟକ ସହରକୁ ଅପରାଧ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ କମିଶନରେଟ ପୋଲିସ ଏଭଳି ଆକ୍ସନ ନେଇଛି ।
ଉସମାନ ଖାନଙ୍କୁ ତଡିପାର ଘୋଷଣା କଲା କମିଶନରେଟ୍ ପୋଲିସ । ଉସମାନ ନାମରେ ରହିଛି ୧୪ ରୁ ଅଧିକ ଜଘନ୍ୟ ଅପରାଧିକ ମାମଲା
/kanak/media/post_attachments/wp-content/uploads/2024/08/31.jpg)