ସହର ଭିତରେ ଅଜଗର : ବଲାଙ୍ଗୀରରେ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର; ଶିବ ମନ୍ଦିର ପାଖରେ ଝୁଲି ରହିଥିଲା ସାପ, ଲୋକେ ଆତଙ୍କିତ

Advertisment
ସହର ଭିତରେ ଅଜଗର : ବଲାଙ୍ଗୀରରେ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର; ଶିବ ମନ୍ଦିର ପାଖରେ ଝୁଲି ରହିଥିଲା ସାପ, ଲୋକେ ଆତଙ୍କିତ

କନକ ବ୍ୟୁରୋ : ବଲାଙ୍ଗୀରରେ ଆତଙ୍କ । ସହର ଭିତରୁ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର । ସକାଳୁ ସକାଳୁ ସହର ଭିତରେ ଥିବା ଶିବ ମନ୍ଦିର ପାଖରେ ଥିବା ଗଛରୁ ଅଜଗରକୁ ଉଦ୍ଧାର କରାଯାଇଛି ।

publive-image

ସାପଟିକୁ ସ୍ଥାନୀୟ ଲୋକ ଦେଖି ଆତଙ୍କିତ ହୋଇ ହେଲ୍ପ ଲାଇନକୁ ଖବର ଦେଇଥିଲେ । କର୍ତ୍ତବ୍ୟ ଫାଉଣ୍ଡେସନ ସ୍ନେକ ହେଲ୍ଫ ଲାଇନର ୨ଜଣ ସଦସ୍ୟ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe